# to those whom God has called ଈଶ୍ବର ଲୋକମାନକୁ ଡାକନ୍ତି # we preach Christ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଉଛୁ ବା “ଆମ୍ଭେମାନେ ସମସ୍ତ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହୁଅଛୁ” # Christ as the power and the wisdom of God ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)” ଆମ୍ଭମାନଙ୍କ ବଦଳେ ମୃତ୍ୟୁବରଣ କରିବା ପାଇଁ ଖ୍ରୀଷ୍ଟଙ୍କୁ ପ୍ରେରଣ କରିବା ଦ୍ବାରା ଈଶ୍ବର ଶକ୍ତିଯୁକ୍ତ ଓ ଜ୍ଞାନର କାର୍ଯ୍ୟ କରିଅଛନ୍ତି ବା “ଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବର ପ୍ରକାଶ କରିଅଛନ୍ତି ସେ କେତେ ମହାନ ଓ ଜ୍ଞାନୀ ଅଟନ୍ତି ।” # the power ... of God ଅନ୍ୟ ସାମ୍ଭାବ୍ୟ ଅର୍ଥ ହେଉଛି ଯେ ଖ୍ରୀଷ୍ଟ ଶକ୍ତିଶାଳୀ ଅଟନ୍ତି ଏବଂ ଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରନ୍ତି । # the wisdom of God ଅନ୍ୟ ସାମ୍ଭାବ୍ୟ ଅର୍ଥ ହେଉଛି ଯେ ଈଶ୍ବର ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କ ଜ୍ଞାନର ପରିମାଣ ଦେଖାଇଅଛନ୍ତି I