# Connecting Statement: ପାଉଲ ମନୁଷ୍ୟର ଜ୍ଞାନ ଅପେକ୍ଷା ଈଶ୍ବରଙ୍କ ଜ୍ଞାନ ଉପରେ ଗୁରୁତ୍ବ ଦେଇଅଛନ୍ତି । # the message about the cross କୃଶ ବିଷୟରେ ପ୍ରଚାର କରୁଅଛୁ ବା “କୃଶ ଉପରେ ହତ ହୋଇଥିବା ଖ୍ରୀଷ୍ଟଙ୍କ ସୁସମାଚାର” # is foolishness ଏହା ଅଜ୍ଞାନତା ଓ “ମୁର୍ଖତା ଅଟେ” # to those who are dying ଏଠରେ ”ମୃତ୍ୟୁ” ଆତ୍ମିକ ମୃତ୍ୟୁର ପ୍ରକ୍ରିୟାକୁ ସୂଚାଏ। # it is the power of God ଈଶ୍ବର ଆମ୍ଭମାନଙ୍କଠାରେ ଶକ୍ତିର ସହିତ କାର୍ଯ୍ୟ କରୁଅଛନ୍ତି