# Chloe's people ଏହା ପରିବାରର ସଦସ୍ୟମାନଙ୍କୁ, ଦାସମାନଙ୍କୁ ଏବଂ ପରିବାରର ଅଂଶ ହୋଇଥିବା ଅନ୍ୟମାନଙ୍କୁ ଦର୍ଶାଏ, ଯେଉଁ ପରିବାରରେ କ୍ଲୋୟ ନାମକ ଜଣେ ମହିଳା ମୁଖ୍ୟ ଅଟନ୍ତି । # there are factions among you ଦଳଭେଦ ହେତୁ ତୁମ୍ଭମାନଙ୍କ ମଧ୍ୟରେ ଝଗଡା ହେଉଛି