# the testimony about Christ has been confirmed as true among you ସାମ୍ଭାବ୍ୟ ଅର୍ଥ ଗୁଡିକ ୧)”ତୁମ୍ଭେମାନେ ନିଜେ ଦେଖିଅଛ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା କହିଥିଲୁ ତାହା ସତ୍ୟ ଥିଲା” ଓ ୨) “ ଆମ୍ଭେମାନେ ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା କହୁଅଛୁ ତାହା ଯେ ସତ୍ୟ ଅଟେ ଏହା ଅନ୍ୟମାନେ ତୁମ୍ଭମାନଙ୍କର ଜୀବନ ଶୈଳୀ ଦେଖି ଜାଣିଲେ”