# Connecting Statement: ପାଉଲ ତୀତସଙ୍କୁ ବୁଝାଉଛନ୍ତି ଯେ ସେ କଅଣ ଏଡାଇବା ଉଚିତ ଓ ବିଶ୍ବାସୀମାନଙ୍କ ମଧ୍ୟରେ କଳହ ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିବା ଆବଶ୍ୟକ I # But avoid ସେଥିପାଇଁ ଏଡ଼ାଅ କିମ୍ବା “ଅତଏବ, ଏଡ଼ାଅ” # foolish debates ଗୁରୁତ୍ବହୀନ ବିଷୟ ଗୁଡିକ ସମ୍ବନ୍ଧରେ ବାଦାନୁବାଦ # genealogies ଏହା ପରିବାର ଜ୍ଞାତି ସମ୍ପର୍କର ଅଧ୍ୟୟନ # strife ବାଦାନୁବାଦ ବା କଳହ # the law ମୋଶାଙ୍କ ବ୍ୟବସ୍ଥା