# having been justified ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ପାପରହିତ ବୋଲି ଘୋଷଣା କଲେ” (ଦେଖ: [[rc://*/ta/man/translate/figs-activepassive]]) # we might become heirs with the certain hope of eternal life ଈଶ୍ବର ପ୍ରତିଜ୍ଞା କରିଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଜଣେ ପରିବାରର ସଦସ୍ୟଙ୍କଠାରୁ ଧନ ଓ ସମ୍ପତ୍ତି ଅଧିକାର କରିବେ I (ଦେଖ: [[rc://*/ta/man/translate/figs-metaphor]])