# For once we ourselves ଏହାର କାରଣ ହେଉଛି, ଆମ୍ଭେମାନେ ମଧ୍ୟ ପୂର୍ବେ # once ପୂର୍ବ ସମୟରେ ବା “କୌଣସି ସମୟରେ” କିମ୍ବା “ଆଗରୁ” # we ourselves ଏପରିକି ଆମ୍ଭେମାନେ କିମ୍ବା “ଆମ୍ଭେମାନେ ମଧ୍ୟ” # were thoughtless ନିର୍ବୋଧ ଥିଲୁ କିମ୍ବା “ଅଜ୍ଞାନ ଥିଲୁ” # We were led astray and enslaved by various passions and pleasures କୁଅଭିଳାଷ ଓ ସୁଖଭୋଗ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡ଼ିକ ଲୋକମାନଙ୍କ ଉପରେ କର୍ତ୍ତା ଅଟନ୍ତି ଓ ସେମାନଙ୍କୁ ମିଥ୍ୟାକହି ସେମାନଙ୍କୁ ଆପଣାର ଦାସ କରିଅଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗ ଆମ୍ଭମାନଙ୍କୁ ମିଥ୍ୟା କହି ଆମ୍ଭମାନଙ୍କୁ ଭ୍ରାନ୍ତ ପଥରେ ନେଇଯାଇଥିଲା” କିମ୍ବା “ଆମ୍ଭେମାନେ ଆପଣା ଆପଣାକୁ ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗର ମିଥ୍ୟାକୁ ବିଶ୍ବାସ କରିବାକୁ ଦେଇଥିଲୁ ଓ ତା’ପରେ ଆମ୍ଭମାନଙ୍କ ଅନୁଭବକୁ ଆୟତ୍ତ କରିପାରି ନ ଥିଲୁ କି ଆମ୍ଭମାନଙ୍କୁ ସୁଖ ଦେବ ବୋଲି ଭାବିଥିବା ବିଷୟକୁ ଅଟକାଇ ପାରି ନ ଥିଲୁ” (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-activepassive]]) # passions କୁଅଭିଳାଷ କିମ୍ବା “ଅଭିଳାଷ” # We lived in evil and envy ଏଠାରେ “ମନ୍ଦତା” ଓ “ଈର୍ଷା” ପାପ ନିମନ୍ତେ ଏକାପରି ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ମନ୍ଦ କାର୍ଯ୍ୟ କରୁଥିଲୁ ଓ ଅନ୍ୟମାନଙ୍କର ଯାହା ଅଛି, ତାହା ପାଇବାକୁ ଚାହୁଁଥିଲୁ” (ଦେଖ: [[rc://*/ta/man/translate/figs-hendiadys]]) # We were detestable ଆମ୍ଭେମାନେ ଅନ୍ୟମାନଙ୍କ ଘୃଣାର ପାତ୍ର ଥିଲୁ