# Connecting Statement: କ୍ରୀତୀରେ ତାହାଙ୍କ ଦାୟିତ୍ବରେ ଥିବା ପ୍ରାଚୀନମାନଙ୍କୁ ଓ ଲୋକମାନଙ୍କୁ କିପରି ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତୀତସଙ୍କୁ ଉପଦେଶ ଦେବା ଜାରିରଖିଛନ୍ତି I # Remind them to submit ଆମ୍ଭର ଲୋକମାନଙ୍କୁ ସେମାନେ ପୂର୍ବରୁ ଜାଣିଥିବା ବିଷୟ ପୁନର୍ବାର କୁହ ଯେ ସେମାନେ ବଶୀଭୂତ ହୁଅନ୍ତୁ, କିମ୍ବା “ବଶୀଭୂତ ହେବା ନିମନ୍ତେ ସେମାନଙ୍କୁ ବାରମ୍ବାର ସ୍ମରଣ କରାଅ” # submit to rulers and authorities, to obey them ରାଜନୈତିକ ଓ ସରକାରୀ ଅଧିକାରୀ କହିବା ପ୍ରକାରେ କାର୍ଯ୍ୟ କର ଏବଂ ସେମାନଙ୍କର ବାଧ୍ୟ ହୁଅ # rulers and authorities ଏହି ପଦଗୁଡିକର ଅର୍ଥ ଏକାପରି ଓ ସରକାରରେ ଅଧିକାରପ୍ରାପ୍ତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଏଠାରେ ଏକତ୍ର ଭାବରେ ବ୍ୟବହାର କରାଯାଇଛି I # be ready for every good work ସୁଯୋଗ ଥିବା ସମୟରେ ସତ୍କର୍ମ କରିବାପାଇଁ ପ୍ରସ୍ତୁତ ରୁହ