# Therefore, correct them severely ସଂଶୋଧନ କରିବା ସମୟରେ ତୁମ୍ଭେ କଠୋର ଭାଷା ବ୍ୟବହାର କରିବା ଉଚିତ, ଯେପରି କ୍ରୀତୀବାସୀମାନେ ବୁଝିପାରିବେ I # so that they may be sound in the faith ଯେପରି ସେମାନେ ଏକ ବଳିଷ୍ଠ ବିଶ୍ବାସ ଲାଭ କରିବେ କିମ୍ବା “ଯେପରି ସେମାନଙ୍କ ବିଶ୍ବାସ ବାସ୍ତବ ହୋଇପାରିବ”