# It is necessary to stop them ସେମାନଙ୍କୁ ସେମାନଙ୍କ ଶିକ୍ଷା ବିସ୍ତାର କରିବାରୁ ନିବୃତ୍ତ କରାଯିବା ଆବଶ୍ୟକ କିମ୍ବା “ସେମାନଙ୍କ କଥା ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବାରୁ ସେମାନଙ୍କୁ ଅଟକାଇବା ଆବଶ୍ୟକ” # what they should not teach ଖ୍ରୀଷ୍ଟ ଓ ବ୍ୟବସ୍ଥା ସମ୍ବନ୍ଧରେ ଏସବୁ ବିଷୟ ଶିକ୍ଷାଦେବା ଉପଯୁକ୍ତ ନୁହେଁ, କାରଣ ସେସବୁ ସତ୍ୟ ନୁହେଁ I # for shameful profit ଯାହା ସମ୍ଭ୍ରମଯୁକ୍ତ ନୁହେଁ, ଲୋକମାନେ ତାହାକରି ଅର୍ଥଲାଭ କରୁଥିବା ବିଷୟକୁ ଏହା ବୁଝାଏ I # are upsetting whole families ସମସ୍ତ ପରିବାରକୁ ପଥଭ୍ରଷ୍ଟ କରୁଅଛନ୍ତି I ସମସ୍ୟା ଥିଲା ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟକରି ପରିବାରଗୁଡିକୁ ବିଚଳିତ କରୁଥିଲେ I ଏହା ପରିବାରର ସଦସ୍ୟମାନଙ୍କୁ ପରସ୍ପର ସହିତ ବାଦାନୁବାଦ କରିବାକୁ ଘେନିଯାଇଥିବ I