# Gaius ... Erastus ... Quartus ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:[[rc://*/ta/man/translate/translate-names]]) # the host ଏହା ଗାୟକୁ ଦର୍ଶାଏ, ଏହି ବ୍ୟକ୍ତିଙ୍କ ଘରେ ପାଉଲ ଓ ତାହାଙ୍କ ସାଥୀ ବିଶ୍ବାସୀମାନେ ଆରାଧନା ପାଇଁ ଏକାଠି ହେଉଥିଲେ I # the treasurer ଏ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଗୋଟିଏ ଦଳର ଆର୍ଥିକ ବିଷୟକୁ ସମ୍ଭାଳୁଥିଲେ