# Andronicus ଏହା ଏକ ପୁରୁଷର ନାମ I (ଦେଖ: [[rc://*/ta/man/translate/translate-names]]) # Junias ଏହା ହୋଇପାରେ, ହୁଏତ ୧) ଯୂନିୟା, ଏକ ମହିଳାର ନାମ, ବା, ବହୁତ କମ୍ ସମ୍ଭାବନା, ୨) ଯୂନିୟା, ଏକ ପୁରୁଷର ନାମ I (ଦେଖ:[[rc://*/ta/man/translate/translate-names]]) # They are prominent among the apostles ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରେରିତମାନେ ସେମାନଙ୍କୁ ଭଲ ଭାବରେ ଜଣନ୍ତି” (ଦେଖ:[[rc://*/ta/man/translate/figs-activepassive]])