# it was the good pleasure of Macedonia and Achaia “ମାକିଦନିଆ” ଓ “ଆଖାୟା” ଶବ୍ଦଗୁଡିକ ଏକ ସୂଚନାତ୍ମକ ଭାବରେ ସେହି ସ୍ଥାନରେ ରହୁଥିବା ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ମାକିଦନିଆ ଓ ଆଖାୟା ପ୍ରଦେଶରେ ଥିବା ବିଶ୍ବାସୀମାନେ ଆନନ୍ଦିତ ଥିଲେ” (ଦେଖ:[[rc://*/ta/man/translate/figs-synecdoche]])