# by the power of signs and wonders, and by the power of the Spirit of God ତୁମ୍ଭେମାନେ ଏହି ଯୁଗ୍ମ ନାକାରାତ୍ମକକୁ ସାକରାତ୍ମକ ରୂପରେ ଅନୁବାଦ କରିପାରିବ I ଏଠାରେ “ଏହି ବିଷୟଗୁଡିକ” ସେହି ବିଷୟଗୁଡିକୁ ବୁଝାଏ, ଯାହା ପାଉଲଙ୍କ ଦ୍ବାରା ଖ୍ରୀଷ୍ଟ ପୂରା କରିଅଛନ୍ତି I ଅନ୍ୟ ଏକ ଅନୁବାଦରେ : “ବିଜାତିମାନଙ୍କ ଆଜ୍ଞାକାରିତା ସକାଶେ, ମୁ କେବଳ ସେହି ବିଷୟରେ କହିବି, ଯାହା ଖ୍ରୀଷ୍ଟ ମୋହର ବାକ୍ୟ ଓ କର୍ମରେ ଏବଂ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ବାରା ଚିହ୍ନ ଓ ଲକ୍ଷଣ ଦ୍ବାରା ପୂରା କରିଅଛନ୍ତି” (ଦେଖ:[[rc://*/ta/man/translate/figs-doublenegatives]] ଓ [[rc://*/ta/man/translate/figs-explicit]]) # signs and wonders ଏହି ଦୁଇଟି ଶବ୍ଦର ଅର୍ଥ ମୌଳିକଭାବରେ ସମାନ ଅଟେ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମକୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-doublet]]) # so that from Jerusalem, and round about as far as Illyricum ଏହା ଯିରୂଶାଲମ ସହରରୁ ଇଲ୍ଲୁରିକ ପ୍ରଦେଶ ପର୍ଯ୍ୟନ୍ତ, ଇଟାଲୀର ନିକଟବର୍ତ୍ତୀ ଅଂଚଳ ଅଟେ I