# Connecting Statement: ବିଶ୍ବାସୀମାନେ ଅନ୍ୟମାନଙ୍କପାଇଁ ବଞ୍ଚିବା ଦରକାର, ଯେପରି ଖ୍ରୀଷ୍ଟ ବଞ୍ଚିଥିଲେ, ଏହି ବିଷୟକୁ ଦୋହରାଇ ପାଉଲ ଏହି ଅଂଶକୁ ଶେଷ କରୁଛନ୍ତି I # Now ଗୋଟିଏ ନୂଆଁ ଅଲୋଚ୍ୟ ବିଷୟକୁ ସୂଚିତ କରିବାପାଇଁ ତୁମ୍ଭମାନଙ୍କର ଭାଷାରେ ଯଦି ସେମତି କିଛି ଶବ୍ଦ ଅଛି, ଏଠାରେ ବ୍ୟବହାର କରିପାରିବ। # we who are strong ଏଠାରେ “ଦୃଢ,” ବିଶ୍ବାସରେ ଦୃଢ ଥିବା ଲୋକମାନଙ୍କୁ ଦର୍ଶାଏ । ସେମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ସେମାନଙ୍କୁ ସମସ୍ତ ପ୍ରକାରର ଖାଦ୍ୟ ଭୋଜନ କରିବାକୁ ଅନୁମତି ଦେଇଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ଯେଉମାନେ ବିଶ୍ବାସରେ ଦୃଢ ଅଟୁ” (ଦେଖ:[[rc://*/ta/man/translate/figs-explicit]]) # we ଏହା ପାଉଲଙ୍କୁ, ତାହାଙ୍କ ପାଠକମାନଙ୍କୁ ଓ ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ:[[rc://*/ta/man/translate/figs-inclusive]]) # of the weak ଏଠାରେ “ଦୁର୍ବଳ,” ବିଶ୍ବାସରେ ଦୁର୍ବଳ ଥିବା ଲୋକମାନଙ୍କୁ ଦର୍ଶାଏ। ସେମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ସେମାନଙ୍କୁ ସମସ୍ତ ପ୍ରକାରର ଖାଦ୍ୟ ଭୋଜନ କରିବାକୁ ଅନୁମତି ଦେଇ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ବିଶ୍ବାସରେ ଦୁର୍ବଳ ଅଟନ୍ତି” (ଦେଖ:[[rc://*/ta/man/translate/figs-explicit]])