# He who observes the day, observes it for the Lord ଏଠାରେ “ପାଳନ କରିବା”ର ଅର୍ଥ ଆରାଧନା କରିବା ବିଷୟକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯେଉଁ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଦିନରେ ଆରାଧନା କରନ୍ତି, ତାହ କ’ଣ ପ୍ରଭୁଙ୍କୁ ସମ୍ମାନିତ କରେ” (ଦେଖ:[[rc://*/ta/man/translate/figs-explicit]]) # he who eats “ସମସ୍ତ ବିଷୟ” ଶବ୍ଦଟି [ରୋମୀୟ ୧୪: ୩] (II/୧୪/୦୩Imd)ରୁ ବୁଝାପଡୁଅଛି । ଏଠାରେ ଏହା ପୁନରୁକ୍ତି ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ବ୍ୟକ୍ତି ସମସ୍ତ ପ୍ରକାର ଖାଦ୍ୟ ଭୋଜନ କରନ୍ତି” (ଦେଖ:[[rc://*/ta/man/translate/figs-ellipsis]]) # eats for the Lord ପ୍ରଭୁଙ୍କୁ ସମ୍ମାନିତ କରିବାପାଇଁ ଭୋଜନ କରେ ବା “ପ୍ରଭୁଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଭୋଜନ କରେ” # He who does not eat “ସମସ୍ତ ବିଷୟ” ଶବ୍ଦଟି [ରୋମୀୟ ୧୪: ୩] (II/୧୪/୦୩Imd)ରୁ ବୁଝାପଡୁଅଛି । ଏଠାରେ ଏହା ପୁନରୁକ୍ତି ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ସେ ଯେ ସବୁ କିଛି ଭୋଜନ କରେ ନାହିଁ” ବା “ଯେଉଁ ବ୍ୟକ୍ତି କଛି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ ଭୋଜନ କରନ୍ତି ନାହିଁ” (ଦେଖ:[[rc://*/ta/man/translate/figs-ellipsis]])