# One person values one day above another. Another values every day equally ଜଣେ ବ୍ୟକ୍ତି ଭାବେ ଯେ ଗୋଟିଏ ଦିନ ଅନ୍ୟ ସମସ୍ତ ଦିନ ତୁଳନାରେ ବହୁତ ମୂଲ୍ୟବାନ, କିନ୍ତୁ ଅନ୍ୟ ବ୍ୟକ୍ତି ଭାବେ ଯେ ସମସ୍ତ ଦିନ ସମାନ ଅଟେ। # Let each person be convinced in his own mind ତୁମ୍ଭେମାନେ ପୂରା ଅର୍ଥକୁ ସ୍ପଷ୍ଟ କରିପାରିବ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି ସୁନିଶ୍ଚିତ ହେଉନ୍ତୁ ଯେ ସେ ଯାହା କରୁଅଛି, ତାହା ପ୍ରଭୁଙ୍କୁ ସମ୍ମାନିତ କରୁଅଛି” (ଦେଖ:[[rc://*/ta/man/translate/figs-explicit]])