# do not boast over the branches ଏଠାରେ “ଶାଖାଗୁଡିକ” ଏକ ରୂପକ ଅଟେ, ଯାହା ଯିହୂଦୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କୁହ ନାହିଁ ଯେ ତୁମ୍ଭେମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କରିଥିବା ଯିହୂଦୀମାନଙ୍କଠାରୁ ଉତ୍ତମ ଅଟ” (ଦେଖ: [[rc://*/ta/man/translate/figs-metaphor]]) # it is not you who supports the root, but the root that supports you ପୁନର୍ବାର ପାଉଲ ବିଜାତି ବିଶ୍ବାସୀମାନଙ୍କୁ ଶାଖାଗୁଡିକ ବୋଲି ସୂଚିତ କରନ୍ତି I ଈଶ୍ବର ସେମାନଙ୍କୁ କେବଳ ଚୁକ୍ତିର ପ୍ରତିଜ୍ଞା ସକାଶୁ ଉଦ୍ଧାର କରନ୍ତି, ଯାହା ସେ ଯିହୂଦୀମାନଙ୍କ ସହିତ କରିଥିଲେ I (ଦେଖ:[[rc://*/ta/man/translate/figs-metaphor]])