# faith comes from hearing ଏଠାରେ “ବିଶ୍ବାସ” “ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା” କୁ ଦର୍ଶାଏ I # hearing by the word of Christ ଖ୍ରୀଷ୍ଟଙ୍କ ସୁସମ୍ବାଦ ବିଷୟରେ ଶୁଣିବା ଦ୍ବାରା ଶ୍ରବଣ ହୋଇଥାଏ