# But the righteousness that comes from faith says this ଏଠାରେ “ଧାର୍ମିକତା”କୁ ଜଣେ ବ୍ୟକ୍ତିଭାବରେ ବର୍ଣ୍ଣିନା କରାଯାଇଛି ଯେ କି କଥା କହିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୋଶା ଏହି ବିଷୟରେ ଲେଖନ୍ତି ଯେ ବିଶ୍ବାସ ଜଣେ ବ୍ୟକ୍ତିଙ୍କୁ କିପରି ଈଶ୍ବରଙ୍କ ନିକଟରେ ଧାର୍ମିକ କରେ” (ଦେଖ:[[rc://*/ta/man/translate/figs-personification]]) # Do not say in your heart ସତେ ଯେପରି ସେ କେବଳ ଜଣେ ବ୍ୟକ୍ତିଙ୍କୁ କଥା କହୁଥିବା ପରି ମୋଶା ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ । ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଅନ୍ତରସ୍ଥ ମନୁଷ୍ୟର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜକୁ କୁହ ନାହିଁ” (ଦେଖ:[[rc://*/ta/man/translate/figs-you]] ଓ [[rc://*/ta/man/translate/figs-metonymy]]) # Who will ascend into heaven? ମୋଶା ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବାପାଇଁ ଗୋଟିଏ ପ୍ରଶ୍ନ ବ୍ୟବହାର କରନ୍ତି I ତାହାଙ୍କ “କୁହ ନାହିଁ” ବୋଲି ଥିବା ପୂର୍ବ ନିର୍ଦ୍ଦେଶ, ଏହି ପ୍ରଶ୍ନ ପାଇଁ ଏକ ନାକାରାତ୍ମକ ଉତ୍ତର ଆବଶ୍ୟକ କରେ I ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ହେଲେ ସୁଦ୍ଧା ସ୍ବର୍ଗକୁ ଯିବାକୁ ସକ୍ଷମ ନୁହନ୍ତି” (ଦେଖ:[[rc://*/ta/man/translate/figs-rquestion]]) # that is, to bring Christ down ଯେପରି ସେମାନେ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଓହ୍ଲାଇ ଆଣିବେ