# For they do not know of God's righteousness ଏଠାରେ “ଧାର୍ମିକତା” ପରମେଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବାର ମାଧ୍ୟମକୁ ଦର୍ଶାଏ । ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ସେମାନେ ଜାଣନ୍ତି ନାହିଁ ଯେ ପରମେଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ କିପରି ଧାର୍ମିକ କରିବେ” (ଦେଖ:[[rc://*/ta/man/translate/figs-explicit]]) # They did not submit to the righteousness of God ପରମେଶ୍ବର ନିଜେ ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବା ମାଧ୍ୟମକୁ ସେମାନେ ଗ୍ରହଣ କଲେ ନାହିଁ