# Why not? ଏହା ଏକ ଶବ୍ଦଲୋପ ଅଟେ I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ଅନ୍ତର୍ନିହିତ ଅର୍ଥ ଥିବା ଶବ୍ଦକୁ ମିଶାଇପାରିବ I ପାଉଲ ତାହାଙ୍କ ପାଠକମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “କାହିଁକି ସେମାନେ ଧାର୍ମିକତା ପାଇପାରି ନ ଥିଲେ?” (ଦେଖ:[[rc://*/ta/man/translate/figs-ellipsis]] ଓ [[rc://*/ta/man/translate/figs-rquestion]]) # by works ଏହା ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାପାଇଁ କରାଯାଉଥିବା ପ୍ରଚେଷ୍ଟାକୁ ଦର୍ଶାଏ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ବିଷୟ କରିବା ଦ୍ବାରା” କିମ୍ବା “ବ୍ୟବସ୍ଥା ପାଳନ କରିବା ଦ୍ବାରା” (ଦେଖ:[[rc://*/ta/man/translate/figs-explicit]])