# it is not because of him who wills, nor because of him who runs ଲୋକମାନେ ଚାହୁଁଥିବା ସକାଶେ ନୁହେଁ କିମ୍ବା କାରଣ ସେମାନେ କଠିନ ପରିଶ୍ରମ କରନ୍ତି # nor because of him who runs ଈଶ୍ବରଙ୍କ ଅନୁଗ୍ରହକୁ ପାଇବାପାଇଁ ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଷୟରେ ପାଉଲ ଏପରି କହନ୍ତି ସତେ ଯେପରି ସେହି ବ୍ୟକ୍ତି ଏକ ଦୌଡ ପ୍ରତି ଯୋଗିତାରେ ଦୌଡୁଅଛି I (ଦେଖ:[[rc://*/ta/man/translate/figs-metaphor]])