# For he says to Moses ଈଶ୍ବର ମୋଶଙ୍କ ସହିତ କଥୋପୋକଥନ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ବର୍ତ୍ତମାନ ସମୟରେ ଏହା ଘଟୁଅଛି I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ମୋଶଙ୍କୁ କହିଲେ” (ଦେଖ:[[rc://*/ta/man/translate/figs-metaphor]])