# for the children were not yet born and had not yet done anything good or bad ସନ୍ତାନ ଜନ୍ମ ହେବା ପୂର୍ବରୁ ଓ ସେମାନେ କିଛି ବି କରିବା ପୂର୍ବରୁ, ଭଲ ଓ ମନ୍ଦର ବିଷୟ ଜାଣିବା ପୂର୍ବରୁ # so that the purpose of God according to choice might stand ଯେପରି ଯାହା ଈଶ୍ବର ଆପଣା ଇଚ୍ଛା ଅନୁସାରେ ଚାହାଁନ୍ତି,ତାହା ହିଁ ହେବ # for the children were not yet born ସନ୍ତାନମାନେ ଜନ୍ମ ହେବା ପୂର୍ବରୁ # had not yet done anything good or bad ସେମାନେ କିଛି କରିଥିବା ସକାଶେ ନୁହେଁ