# the children of the flesh are not ଏଠରେ “ଶାରୀରିକ ସନ୍ତାନ” ଏକ ଉପମା ଅଟେ, ଯାହା ଅବ୍ରାହାମଙ୍କ ଶାରୀରିକ ବଂଶକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଅବ୍ରାହାମଙ୍କ ସମସ୍ତ ବଂଶ ନୁହନ୍ତି” (ଦେଖ:[[rc://*/ta/man/translate/figs-metonymy]]) # children of God ଏହା ଏକ ରୂପକ ଅଟେ, ଯାହା ଯେଉଁମାନେ ଆତ୍ମିକ ବଂଶ ଅଟନ୍ତି ଓ ଯେଉଁମାନେ ଯୀଶୁଙ୍କ ଠାରେ ବିଶ୍ବାସ କରନ୍ତି, ସେମାନଙ୍କୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-metaphor]]) # children of the promise ଏହା ସେହି ପ୍ରତିଜ୍ଞାର ଉତ୍ତରାଧିକାରୀମାନଙ୍କୁ ଦର୍ଶାଏ, ଯାହା ପରମେଶ୍ବର ଅବ୍ରାହାମକୁ ଦେଇଥିଲେ I