# Who is the one who condemns? ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ସେ ଉତ୍ତର ପାଇବାପାଇଁ ଚାହାଁନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “କେହି ଆମ୍ଭମାନଙ୍କୁ ଦଣ୍ଡିତ କରିପାରିବ ନାହିଁ!” (ଦେଖ:[[rc://*/ta/man/translate/figs-rquestion]]) # who is at the right hand of God “ଈଶ୍ବରଙ୍କର ଡାହାଣ ପକ୍ଷରେ ରହିବା” ବିଷୟ ଈଶ୍ବରଙ୍କ ଠାରୁ ମହାନ ସମ୍ମାନ ଓ ଅଧିକାର ପାଇବା ଏକ ପ୍ରତୀକାତ୍ଣକ କାର୍ଯ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଯିଏ ଈଶ୍ବରଙ୍କ ନିକଟସ୍ଥ ସମ୍ମାନିତ ସ୍ଥାନରେ ଅଛନ୍ତି” (ଦେଖ:[[rc://*/ta/man/translate/translate-symaction]])