# But sin took the opportunity ... brought about every lust ପାଉଲ ପାପକୁ ପାପ କରୁଥିବା ବ୍ୟକ୍ତି ତୁଳନା କରୁଛନ୍ତି I (ଦେଖ:[[rc://*/ta/man/translate/figs-personification]]) # lust ଏହି ଶବ୍ଦ ଉଭୟ ଅନ୍ୟମାନଙ୍କ ଜିନିଷକୁ ପାଇବାକୁ ଇଚ୍ଛା କରିବା ଓ ମନ୍ଦ ଯୌନ ଇଚ୍ଛାକୁ ପ୍ରକାଶ କରେ I # without the law, sin is dead ଯଦି ବ୍ୟବସ୍ଥା ନ ଥାନ୍ତା, ତେବେ ବ୍ୟବସ୍ଥା କେହି ଅବଜ୍ଞା କରି ନ ଥାଅନ୍ତା, ସେଥିପାଇଁ ପାପ ମଧ୍ୟ ରହି ନ ଥାଆନ୍ତା