# Connecting Statement: ପାଉଲ ବର୍ଣ୍ଣନା କରନ୍ତି ଯେ ଯେଉଁମାନେ ବ୍ୟବସ୍ଥାର ଅଧୀନରେ ଅଛନ୍ତି, ବ୍ୟବସ୍ଥା କିପରି ସେମାନଙ୍କୁ ନିୟନ୍ତ୍ରଣ କରିଥାଏ I # do you not know, brothers ... that the law controls a person for as long as he lives? ପାଉଲ ଜୋର୍ ଦେବା ପାଇଁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ତେଣୁ ତୁମ୍ଭେମାନେ ନିଶ୍ଚିତ ରୂପରେ ଜାଣିଅଛ ଯେ ଲୋକମାନେ ବ୍ୟବସ୍ଥା ପାଳନ କରିବାକୁ ହେବ, ଯେପର୍ଯ୍ୟନ୍ତ ସେମାନେ ଜୀବିତ ରହିଥିବେ” (ଦେଖ:[[rc://*/ta/man/translate/figs-rquestion]]) # brothers ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I