# At that time, what fruit then did you have of the things of which you are now ashamed? ଏଠାରେ ଫଳ “ଫଳାଫଳ ” କିମ୍ବା “ପରିଣାମ” ପାଇଁ ଏକ ରୁପକ ଅଟେ I ପାପର ପରିଣାମ କିଛି ଉତ୍ତମ ହୁଏ ନାହିଁ ବୋଲି ଗୁରୁତ୍ବ ଦେବାକୁ ଯାଇ ପାଉଲ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେହି ଜିନିଷଗୁଡିକରୁ କିଛି ଉତ୍ତମ ବିଷୟ ହୋଇ ନାହିଁ, ଯାହା ବର୍ତ୍ତମାନ ତୁମ୍ଭମାନଙ୍କର ଲଜ୍ଜାର କାରଣ ହୋଇଛି” କିମ୍ବା “ତୁମ୍ଭେମାନେ ସେହି ବିଷୟ କରି କିଛି ପାଇବ ନାହିଁ, ଯାହା ବର୍ତ୍ତମାନ ତୁମ୍ଭମାନଙ୍କର ଲଜ୍ଜାର କାରଣ ହୋଇଛି” (ଦେଖ:[[rc://*/ta/man/translate/figs-rquestion]])