# Connecting Statement: ପାଉଲ ଆମ୍ଭମାନଙ୍କୁ ସ୍ମରଣ କରାଇ ଦିଅନ୍ତି କି ଅନୁଗ୍ରହ ଅମ୍ଭମାନଙ୍କ ଉପରେ ଶାସନ କରେ, ବ୍ୟବସ୍ଥା ନୁହେଁ; ଆମ୍ଭେମାନେ ପାପର ଦାସ ନୋହୁଁ, କିନ୍ତୁ ଈଶ୍ବରଙ୍କ ଦାସ ଅଟୁ I # do not let sin rule in your mortal body ପାଉଲ ପାପ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ପାପ ସେମାନଙ୍କ କର୍ତ୍ତା ଓ ରାଜା ଥାଇ ସେମାନଙ୍କୁ ନିୟନ୍ତ୍ରଣ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ପାପପୂର୍ଣ୍ଣ ଇଚ୍ଛାଗୁଡିକୁ ତୁମ୍ଭ ଉପରେ ନିୟନ୍ତ୍ରଣ କରିବାକୁ ଦିଅ ନାହିଁ” (ଦେଖ:[[rc://*/ta/man/translate/figs-personification]]) # in your mortal body ଏହି ବାକ୍ୟାଂଶ ଜଣେ ବ୍ୟକ୍ତିର ଶାରୀରିକ ଭାଗକୁ ଦର୍ଶାଏ, ଯାହା ମରିଯିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ” (ଦେଖ:[[rc://*/ta/man/translate/figs-synecdoche]]) # in order that you may obey its lusts ପାଉଲ ମନ୍ଦ ଇଚ୍ଛାଗୁଡିକ ଥିବା ଜଣେ ବ୍ୟକ୍ତି ବିଷୟରେ କହନ୍ତି ସତେ ଯେପରି ଏହି ପାପ ଏକ କର୍ତ୍ତା ଥିଲା, ଯେଉଁଥିରେ ମନ୍ଦ ଇଚ୍ଛାଗୁଡିକ ଥିଲା I (ଦେଖ:[[rc://*/ta/man/translate/figs-personification]])