# our ... us ଏହି ଶବ୍ଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ I(ଦେଖ:[[rc://*/ta/man/translate/figs-inclusive]]) # that hope does not disappoint “ଦୃଢ଼ ଭରସା” ସମ୍ବନ୍ଧରେ କହିବା ସମୟରେ ପାଉଲ ଏଠାରେ ବ୍ୟକ୍ତିତ୍ବ ଆରୋପ ବ୍ୟବହାର କରୁଛନ୍ତି, ସତେ ଯେପରି ଏହା ଜୀବିତ ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ବହୁତ ସାହସିକ ଅଟୁ ଯେ ଆମ୍ଭେମାନେ ଯେଉଁ ବିଷୟ ପାଇଁ ଅପେକ୍ଷା କରୁଥିଲୁ, ତାହା ଆମ୍ଭେମାନେ ପ୍ରାପ୍ତ ହେବୁ” (ଦେଖ:[[rc://*/ta/man/translate/figs-personification]]) # because the love of God has been poured into our hearts ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ବିଚାରଗୁଡିକୁ, ଭାବନାଗୁଡିକୁ, ବା ଆନ୍ତରିକ ମନୁଷ୍ୟକୁ ନିଦର୍ଶନ କରେ I “ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ହୃଦୟରେ ପରିବ୍ୟାପ୍ତ ହୋଇଅଛି” ଏହି ବାକ୍ୟାଂଶ ଏକ ରୂପକ ଅଟେ, ଏହା ଈଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି ପ୍ରକାଶ କରୁଥିବା ପ୍ରେମ ବିଷୟକୁ ସୂଚିତ କରିବା କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ସେ ଆମ୍ଭମାନଙ୍କୁ ବହୁତ ପ୍ରେମ କଲେ” କିମ୍ବା “କାରଣ ଈଶ୍ବର ଆମ୍ଭମାନଙ୍କୁ ପ୍ରକାଶ କରିଅଛନ୍ତି ଯେ ସେ ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି” (ଦେଖ:[[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])