# there is no trespass ଭାବବାଚକ ବିଶେଷ୍ୟ “ଆଜ୍ଞାଲଘଂନ”କୁ ଦୂର କରିବା ପାଇଁ ଏହାକୁ ପୁନର୍ବାର କୁହା ଯାଇପାରିବ I” ଅନ୍ୟ ଏକ ଅନୁବାଦରେ: “କେହି ହେଲେ ବ୍ୟବସ୍ଥାକୁ ଲଂଘନ କରିପାରିବେ ନାହିଁ” କିମ୍ବା “ବ୍ୟବସ୍ଥାକୁ ଅବଜ୍ଞା କରିବା ଅସମ୍ଭବ ଅଟେ” (ଦେଖ:[[rc://*/ta/man/translate/figs-abstractnouns]])