# in the one who justifies ଈଶ୍ବରଙ୍କ ଠାରେ, ଯେ ଧାର୍ମିକ ଗଣନା କରନ୍ତି # his faith is counted as righteousness ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିର ବିଶ୍ବାସକୁ ଧାର୍ମିକତା ବୋଲି ଗଣନା କରନ୍ତି” ବା “ଈଶ୍ବର ତାହାର ବିଶ୍ବାସ କାରଣରୁ ସେହି ବ୍ୟକ୍ତିକୁ ଧାର୍ମିକ ବୋଲି ବିବେଚନା କରନ୍ତି” (ଦେଖ:[[rc://*/ta/man/translate/figs-activepassive]])