# Connecting Statement: ପାଉଲ ବିଶ୍ବାସ ଦ୍ବାରା ବ୍ୟବସ୍ଥାକୁ ସମର୍ଥନ କରନ୍ତି # Do we then nullify the law through faith? ପାଉଲ ଗୋଟିଏ ପ୍ରଶ୍ନ ପଚାରନ୍ତି ,କାରଣ ତାହାଙ୍କ ପାଠକମାନଙ୍କ ମଧ୍ୟରୁ ଜଣଙ୍କ ମନରେ ସେହି ପ୍ରଶ୍ନ ଥାଇପାରେ। ଅନ୍ୟ ଏକ ଅନୁବାଦରେ: “କେହି ଜଣେ କହିପାରନ୍ତି ଯେ ଆମ୍ଭେମାନେ ବ୍ୟବସ୍ଥାକୁ ଦୂର କରି ଦେଉ, କାରଣ ଆମ୍ଭମାନଙ୍କଠାରେ ବିଶ୍ବାସ ଅଛି” (ଦେଖ:[[rc://*/ta/man/translate/figs-rquestion]]) # May it never be ଏହି ଭାବୋକ୍ତି ଏହାର ପୂର୍ବବର୍ତ୍ତୀ ଭାବ ପ୍ରକାଶକ ପ୍ରଶ୍ନର ଏକ ଦୃଢ ନାକାରାତ୍ମକ ଉତ୍ତର ଦିଏ। ତୁମ୍ଭମାନଙ୍କ ଭାଷାରେ ମଧ୍ୟ ଏହି ପ୍ରକାରର ଭାବ ଥାଇ ପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ। ଅନ୍ୟ ଏକ ଅନୁବାଦରେ: “ଏହା ନିଶ୍ଚିତ ରୂପରେ ସତ୍ୟ ନୁହେଁ” କିମ୍ବା “ନିଶ୍ଚିତ ରୂପରେ ନୁହେଁ” (ଦେଖ:[[rc://*/ta/man/translate/figs-rquestion]]) # we uphold the law ଆମ୍ଭେମାନେ ବ୍ୟବସ୍ଥା ପାଳନ କରୁଛୁ # we uphold ଏହି ସର୍ବନାମ ପାଉଲଙ୍କୁ, ଅନ୍ୟ ବିଶ୍ବାସୀମାନଙ୍କୁ, ଓ ପାଠକମାନଙ୍କୁ ଦର୍ଶାଏ। (ଦେଖ:[[rc://*/ta/man/translate/figs-inclusive]])