# Connecting Statement: “କିନ୍ତୁ” ଶବ୍ଦଟି ଏଠାରେ ଏହା ପ୍ରକାଶ କରେ ଯେ ପାଉଲ ତାହାଙ୍କ ଉପକ୍ରମକୁ ସମ୍ପୂର୍ଣ୍ଣ କରିଅଛନ୍ତି ଓ ସେ ତାହାଙ୍କ ମୁଖ୍ୟ ପ୍ରସଙ୍ଗ ଆରମ୍ଭ କରିବାକୁ ଯାଉଅଛନ୍ତି। # now “ବର୍ତ୍ତମାନ” ଶବ୍ଦଟି ଯୀଶୁ ପୃଥିବୀକୁ ଆସିଥିବା ସମୟକୁ ଦର୍ଶାଏ I # apart from the law the righteousness of God has been made known ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନ ନ କରି ଈଶ୍ବର ତାହାଙ୍କ ସହିତ ଧାର୍ମିକ ହେବା ନିମନ୍ତେ ଗୋଟିଏ ପଥ ପ୍ରକାଶିତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]]) # It was witnessed by the Law and the Prophets “ବ୍ୟବସ୍ଥା ଓ ଭବିଷ୍ୟତବକ୍ତା” ଶବ୍ଦଟି ମୋଶା ଓ ଭବିଷ୍ୟତବକ୍ତାମାନେ ଲେଖିଥିବା ଯିହୂଦୀ ଧର୍ମଶାସ୍ତ୍ରର ଅଂଶକୁ ଦର୍ଶାଏ । ପାଉଲ ଏଠାରେ ସେମାନଙ୍କୁ ଏମିତି ବର୍ଣ୍ଣନା କରିଛନ୍ତି, ସତେ ଯେମିତି ସେହି ଲୋକମାନେ ଅଦାଲତରେ ସାକ୍ଷ୍ୟ ଦେଉଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ମୋଶା ଓ ଭବିଷ୍ୟତବକ୍ତାମାନେ ଯାହା ଲେଖିଅଛନ୍ତି, ଏହା ସେସବୁକୁ ସୁନିଶ୍ଚିତ କରେ”। (ଦେଖ:[[rc://*/ta/man/translate/figs-personification]] ଓ [[rc://*/ta/man/translate/figs-activepassive]])