# flesh ଏଠାରେ “ଶରୀର” ସମସ୍ତ ମନୁଷ୍ୟ ଜାତିକୁ ଦର୍ଶାଏ I # For ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଅତଏବ ବା ୨) “ଏହି କାରଣରୁ ବା ଏଥି ସକାଶେ” # through the law comes the knowledge of sin ଯେତେବେଳେ ଜଣେ ଈଶ୍ବରଙ୍କ ବ୍ୟବସ୍ଥାକୁ ଜାଣେ, ତେବେ ସେ ଜାଣିପାରେ ଯେ ସେ ସେ ପାପ କରିଅଛି