# They have known “ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ [ରୋମୀୟ ୩:୯](../୦୩/୦୯.md)। # a way of peace ଅନ୍ୟମାନଙ୍କ ସହିତ କିପରି ଶାନ୍ତିରେ ରହିବା I ଗୋଟିଏ “ପଥ” ଏକ ସଡକ ବା ରାସ୍ତା ଅଟେ।