# Their ... Their “ସେମାନଙ୍କ” ଶବ୍ଦ“[ରୋମୀୟ ୩:୯](../୦୩/୦୯.md)ର ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ I # Their throat is an open grave “ଗଳା” ଶବ୍ଦଟି ଏକ ଉପମା ଅଟେ, ଲୋକମାନେ ଯେଉଁ ସମସ୍ତ ବିଷୟକୁ ଅଧାର୍ମିକ ଓ ଘୃଣିତ ବୋଲି କହନ୍ତି। ଏଠାରେ “ସମାଧି”ଏକ ରୂପକ ଅଟେ, ଯାହା ଲୋକମାନଙ୍କ ମନ୍ଦ କଥାଗୁଡିକୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # Their tongues have deceived “ଜିହ୍ବା” ଶବ୍ଦଟି ମିଥ୍ୟା କଥାର ଏକ ଉପମା ଅଟେ, ଯାହା ଲୋକମାନେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ମିଥ୍ୟା କଥା କହନ୍ତି” (ଦେଖ:[[rc://*/ta/man/translate/figs-metonymy]]) # The poison of snakes is under their lips ଏଠାରେ “ସର୍ପଗୁଡ଼ିକର ବିଷ” ଏକ ରୂପକ ଅଟେ, ଯାହା ବହୁତ ବ୍ୟାଘାତ ଘଟାଉଥିବା ଲୋକମାନଙ୍କର ମନ୍ଦ କଥାଗୁଡ଼ିକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି । “ଓଷ୍ଠ” ଶବ୍ଦଟି ଲୋକମାନଙ୍କର କଥାକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର ମନ୍ଦ କଥାଗୁଡିକ ଲୋକମାନଙ୍କୁ ଗୋଟିଏ ବିଷାକ୍ତ ସର୍ପର ବିଷ ପରି ବ୍ୟାଘାତ କରେ” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])