# By this they show ସ୍ବାଭାବିକରୂପରେ ସେମାନେ ବ୍ୟବସ୍ଥାକୁ ପାଳନ କରୁଅଛନ୍ତି # the actions required by the law are written in their hearts ଏଠାରେ “ହୃଦୟ” ଏକ ଲକ୍ଷଣ ସୂଚକ ବାକ୍ୟ ଅଟେ, ଯାହା ଜଣେ ବ୍ୟକ୍ତିର ବିଚାରଗୁଡିକୁ ବା ଆନ୍ତରିକ ମନୁଷ୍ୟକୁ ଦର୍ଶାଏ। “ସେମାନଙ୍କ ହୃଦୟରେ ଲେଖାଯାଇଛି” ବାକ୍ୟଟି ଏକ ରୂପକ ଅଟେ, ଯାହା ସେମାନେ ହୃଦୟରେ ଜ୍ଞାତ ହୁଅନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ସେମାନଙ୍କ ହୃଦୟରେ ଲେଖିଅଛନ୍ତି ଯେ ସେମାନେ କେଉଁ ବ୍ୟବସ୍ଥାକୁ ପାଳନ କରିବା ଦରକାର” ବା “ସେମାନେ ଜାଣିଅଛନ୍ତି ଯେ ପରମେଶ୍ବରଙ୍କ ବ୍ୟବସ୍ଥା ଅନୁସାରେ ସେମାନେ କ’ଣ କରିବାର ଅଛି”(ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # bears witness to them, and their own thoughts either accuse or defend them ଏଠାରେ “ସାକ୍ଷୀ ହେବେ” ବାକ୍ୟାଂଶଟି ବ୍ୟବସ୍ଥାଠାରୁ ପାଇଥିବା ଜ୍ଞାନକୁ ସୂଚିତ କରେ, ଯାହା ଈଶ୍ବର ସେମାନଙ୍କ ହୃଦୟରେ ଲେଖି ଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ କହିବେ ଯଦି ସେମାନେ ଈଶ୍ବରଙ୍କ ବ୍ୟବସ୍ଥା ଅବମାନନା କରନ୍ତି ବା ଈଶ୍ବରଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି” (ଦେଖ:[[rc://*/ta/man/translate/figs-idiom]])