# But praise, honor, and peace will come to everyone କିନ୍ତୁ ଈଶ୍ବର ପ୍ରଶଂସା, ସମ୍ମାନ ଓ ଶାନ୍ତି ଦେବେ # practices good ଯାହା ଉତ୍ତମ ତାହା ଅବିରତ କରିଥାଏ # to the Jew first, and also to the Greek ପରମେଶ୍ବର ପ୍ରଥମେ ଯିହୂଦୀମାଙ୍କୁ ପୁରସ୍କାର ଦେବେ, ତାପରେ ଅଣ-ଯିହୂଦୀମାନଙ୍କୁ # first ତୁମ୍ଭମାନେ ଏହାକୁ ସମାନ ରୂପରେ ଅନୁବାଦ କରିବା ଉଚିତ ଯେମିତି ତୁମ୍ଭେମାନେ [ରୋମୀୟ ୨:୯] (../୦୨/୦୯.md) ରେ କରିଅଛ।