# But we know ଏଠାରେ ସର୍ବନାମ “ଆମ୍ଭେମାନେ” ଶବ୍ଦଟି ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କୁ ଓ ଖ୍ରୀଷ୍ଟିୟାନ ନ ଥିବା ଯିହୂଦୀମାନଙ୍କୁ ଅନ୍ତର୍ଭୁକ୍ତ କରୁଥାଇପାରେ I (ଦେଖ:[[rc://*/ta/man/translate/figs-inclusive]]) # God's judgment is according to truth when it falls on those ଏଠାରେ ପାଉଲ “ଈଶ୍ବରଙ୍କ ବିଚାର” ବିଷୟରେ କହନ୍ତି ସତେ ଯେମିତି ଏହା ଗୋଟିଏ ଜୀବିନ୍ତ ବସ୍ତୁ, ଯାହା ଲୋକମାନଙ୍କ ଉପରେ “ପଡିଯାଇପାରେ”। ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ସେହି ଲୋକମାନଙ୍କୁ ସତ୍ୟରେ ଓ ନିରପେକ୍ଷ ଭାବରେ ନ୍ୟାୟ କରିବେ” (ଦେଖ:[[rc://*/ta/man/translate/figs-personification]]) # those who practice such things ଯେଉଁମାନେ ସେହି ଦୃଷ୍ଟ କର୍ମଗୁଡାକ କରୁଅଛନ୍ତି