# For his invisible qualities ... have been clearly seen ପାଉଲ ଈଶ୍ବରଙ୍କ ଅଦୃଶ୍ୟ ଗୁଣଗୁଡିକ ବିଷୟରେ ଜାଣୁଥିବା ଲୋକମାନଙ୍କ ବିଷୟରେ ଏପରି କହନ୍ତି, ସତେ ଯେମିତି ଲୋକମାନେ ସେହି ଗୁଣଗୁଡିକ ଦେଖିପାରୁଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସ୍ପଷ୍ଟଭାବରେ ଈଶ୍ବରଙ୍କ ଅଦୃଶ୍ୟ ଗୁଣଗୁଡିକ ବିଷୟରେ ଜାଣିଅଛନ୍ତି, ଯଥା ତାହାଙ୍କ ଚିରନ୍ତନ ଶକ୍ତି ଓ ଐଶ୍ବରୀୟ ସ୍ବଭାବ ସମ୍ବନ୍ଧରେ” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]]) # divine nature ଈଶ୍ବରଙ୍କ ସମସ୍ତ ଗୁଣଗଡ଼ିକ ଓ ଚରିତ୍ରଗୁଡିକ ବା “ଈଶ୍ବର ସମ୍ବନ୍ଧୀୟ ବିଷୟଗୁଡ଼ିକ ଯାହା ତାହାଙ୍କୁ ଈଶ୍ବର ବନାଇଥାଏ” # world ଏହା ଆକାଶ ଓ ପୃଥିବୀରେ ଥିବା ସମସ୍ତ ବିଷୟକୁ ସୂଚାଏ। # in the things that have been made ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ସେହି ଜିନିଷଗୁଡିକ କାରଣରୁ ଯାହା ଈଶ୍ବର ତିଆରି କରିଅଛନ୍ତି” ବା “କାରଣ ଲୋକମାନେ ଈଶ୍ବରଙ୍କ ଦ୍ବାରା ତିଆରି ହୋଇଥିବା ଜିନିଷକୁ ଦେଖିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]]) # they are without excuse ଏହି ଲୋକମାନେ କେବେ କହିପାରିବେ ନାହିଁ ଯେ ସେମାନେ ଜାଣନ୍ତି ନାହି