# Connecting Statement: ପାଉଲ ପାପୀ ମନୁଷ୍ୟ ବିରୁଦ୍ଧରେ ଈଶ୍ବରଙ୍କ ମହାନ କ୍ରୋଧକୁ ପ୍ରକଟ କରନ୍ତି। # For the wrath of God is revealed ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର କେତେ କ୍ରୋଧିତ ଅଟନ୍ତି ଏହା ପ୍ରକାଶ କରେ” (ଦେଖ:[[rc://*/ta/man/translate/figs-activepassive]]) # For ପାଉଲ “କାରଣ” ଶବ୍ଦର ବ୍ୟବହାର କରନ୍ତି, ସେ ଯେଉଁ ବିଷୟରେ କହିବାକୁ ଯାଉଅଛନ୍ତି,ଲୋକମାନେ ଜାଣିବା ଦରକାର ଯେ ସେ ଯାହା [[ରୋମୀୟ ୧:୧୭]](../୦୧/୧୭.md)ରେ କହିଅଛନ୍ତି ତାହା ସତ୍ୟ ଅଟେ। # the wrath of God is revealed from heaven against all ungodliness and unrighteousness of people “ଅଧାର୍ମିକତା” ଓ “ଅନୈତିକତା” ଶବ୍ଦଗୁଡିକ ଭାବବାଚକ ବିଶେଷ୍ୟ, ଯାହାକୁ ବିଶେଷଣରେ ବଦଳାଇ ବ୍ୟକ୍ତ କରାଯାଇପାରିବ, “ଅଧାର୍ମିକ” ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ, ଓ “ଅସାଧୁ” ଲୋକମାନଙ୍କର କାର୍ଯ୍ୟକୁ ବର୍ଣ୍ଣନା କରେ। ଏହି ବିଶେଷ୍ୟଗୁଡିକ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ, ଯାହାଙ୍କ ଉପରେ ଈଶ୍ବର କ୍ରୋଧିତ ଅଟନ୍ତି ସେମାନଙ୍କୁ ଦର୍ଶାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ ଈଶ୍ବର ସ୍ବର୍ଗରୁ ପ୍ରକାଶ କରନ୍ତି ଯେ ସେମାନେ ଅଧାର୍ମିକ ଓ ଅସାଧୁତାର କାର୍ଯ୍ୟଗୁଡିକ କରୁଥିବାରୁ ସେ ଲୋକମାନଙ୍କ ଉପରେ କେତେ କ୍ରୋଧିତ ଅଟନ୍ତି” (ଦେଖ:[[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-metonymy]]) # hold back the truth ଏଠାରେ “ସତ୍ୟ” ଈଶ୍ବରଙ୍କ ବିଷୟରେ ସତ୍ୟତାର ସୂଚନାକୁ ସୂଚାଏ। ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସତ୍ୟତା ବିଷୟକୁ ଲୁକ୍କାୟିତ କରି ରଖିବା” (ଦେଖ:[[rc://*/ta/man/translate/figs-explicit]])