# I am a debtor both “ଋଣୀ” ଶବ୍ଦଟି ରୂପକ ଭାବରେ ବ୍ୟବହାର କରି ପାଉଲ ଈଶ୍ବରଙ୍କ ସେବା କରିବାପାଇଁ ନିଜର କର୍ତ୍ତବ୍ୟ ବିଷୟରେ କହୁଅଛନ୍ତି ସତେ ଯେମିତି ସେ ଈଶ୍ବରଙ୍କଠାରୁ ଆର୍ଥିକ ଧାର କରିଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ମୁଁ ସୁସମାଚାରକୁ ବହନ କରିବା ଆବଶ୍ୟକ ଅଟେ” (ଦେଖ:[[rc://*/ta/man/translate/figs-metaphor]])