# That is, I long to be mutually encouraged among you, through each other's faith, yours and mine ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ଅର୍ଥ ଏହା ଯେ, ମୁଁ ଇଛା କରୁଅଛି ଯୀଶୁଙ୍କଠାରେ ଥିବା ବିଶ୍ବାସର ଅନୁଭବକୁ ଆମ୍ଭମାନଙ୍କ ମଧ୍ୟରେ କହିବା ଦ୍ବାରା, ପରସ୍ପରକୁ ପ୍ରୋତ୍ସାହନ କରିବା ଦରକାର” (ଦେଖ:[[rc://*/ta/man/translate/figs-activepassive]])