# This letter is to all who are in Rome, the beloved of God, who are called to be holy people ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ପତ୍ର ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଯେଉଁମାନେ ରୋମରେ ଅଛନ୍ତି, ଯେଉଁମାନଙ୍କୁ ଈଶ୍ବର ପ୍ରେମ କରନ୍ତି ଓ ତାହାଙ୍କ ଲୋକ ହେବା ପାଇଁ ମନୋନୀତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]]) # May grace be to you, and peace ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ଦିଅନ୍ତୁ” ବା “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭମାନଙ୍କୁ ଆନ୍ତରିକ ଶାନ୍ତି ଦିଅନ୍ତୁ” (ଦେଖ:[[rc://*/ta/man/translate/figs-activepassive]]) # God our Father “ପିତା” ଶବ୍ଦଟି ଈଶ୍ବରଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ନାମ ଅଟେ। (ଦେଖ:[[rc://*/ta/man/translate/guidelines-sonofgodprinciples]])