# a great voice from the throne saying “ସ୍ବର” ଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କେହି ଜଣେ ସିଂହାସନରୁ ଉଚ୍ଚ ଶବ୍ଦରେ ଏହା କହୁଥିବାର” (ଦେଖ: [[rc://*/ta/man/translate/figs-metonymy]]) # Look! “ଦେଖ” ଶବ୍ଦ ଆଗକୁ ଥିବା ଆଶ୍ଚର୍ଯ୍ୟଜନକ ସୂଚନା ନିମନ୍ତେ ଆମ୍ଭମାନଙ୍କୁ ସତର୍କ କରାଇ ଦେଉଛି I # The dwelling place of God is with human beings, and he will live with them ଏହି ଦୁଇଟି ବାକ୍ୟାଂଶ ସମାନ ଅର୍ଥ ପ୍ରକାଶ କରୁଛି ଓ ଗୁରୁତ୍ବ ଦେଉଛି ଯେ ଈଶ୍ବର ବାସ୍ତବରେ ମନୁଷ୍ୟ ମାନଙ୍କ ମଧ୍ୟରେ ବାସ କରିବେ I (ଦେଖ: [[rc://*/ta/man/translate/figs-parallelism]])