# If anyone's name was not found written ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ଈଶ୍ବରଙ୍କ ଦୂତ କୌଣସି ବ୍ୟକ୍ତିର ନାମ ପାଇଲେ ନାହିଁ” (ଦେଖ:[[rc://*/ta/man/translate/figs-activepassive]]) # he was thrown into the lake of fire ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦୂତ ତାହାକୁ ଅଗ୍ନିମୟ ହ୍ରଦରେ ପକାଇଲେ” କିମ୍ବା “ଦୂତ ତାହାକୁ ଅନନ୍ତକାଳ ଅଗ୍ନି ପ୍ରଜ୍ବଳିତ ହେଉଥିବା ସ୍ଥାନରେ ନିକ୍ଷେପ କଲେ” (ଦେଖ:[[rc://*/ta/man/translate/figs-activepassive]])