# He wears a robe that was dipped in blood ତୁମେ ଏହାକୁ କର୍ତ୍ତୃବାଚ୍ୟରେ କହିପାରିବ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ବସ୍ତ୍ରକୁ ରକ୍ତ ଆଚ୍ଛାଦନ କରିଅଛି” (ଦେଖ: [[rc://*/ta/man/translate/figs-activepassive]]) # his name is called the Word of God ତୁମେ ଏହାକୁ କର୍ତ୍ତୃବାଚ୍ୟରେ କହିପାରିବ I ଏଠାରେ “ଈଶ୍ବରଙ୍କ ବାକ୍ୟ” ଯୀଶୁ ଖ୍ରୀଷ୍ଟଙ୍କ ସ୍ଥାନରେ ବ୍ୟବହାର କରାଯାଇଛି I ଅନ୍ୟଏକ ଅନୁବାଦରେ: “ତାହାଙ୍କର ନାମ ଈଶ୍ବରଙ୍କ ବାର୍ତ୍ତା ଅଟେ” କିମ୍ବା “ତାହାଙ୍କର ନାମ ମଧ୍ୟ ଈଶ୍ବରଙ୍କ ବାକ୍ୟ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])